ସେବା ଏବଂ ସେବା-ନିର୍ଦ୍ଦିଷ୍ଟ ଅତିରିକ୍ତ ସର୍ତ୍ତାବଳୀର ତାଲିକା

Google ସେବାର ସର୍ତ୍ତାବଳୀ ଏବଂ ଏହାର ସେବା-ନିର୍ଦ୍ଦିଷ୍ଟ ଅତିରିକ୍ତ ସର୍ତ୍ତାବଳୀ ଏବଂ ନୀତି ବ୍ୟବହାର କରୁଥିବା ସେବାଗୁଡ଼ିକ

Google ସେବାର ସର୍ତ୍ତାବଳୀ ନିମ୍ନରେ ତାଲିକାଭୁକ୍ତ ସେବାଗୁଡ଼ିକ ପାଇଁ ପ୍ରଯୁଜ୍ୟ। ଆମେ ପ୍ରତ୍ୟେକ ସେବା ନିକଟରେ ସେହି ନିର୍ଦ୍ଦିଷ୍ଟ ସେବା ପାଇଁ ପ୍ରଯୁଜ୍ୟ ଅତିରିକ୍ତ ସର୍ତ୍ତାବଳୀ ଏବଂ ନୀତିଗୁଡ଼ିକୁ ମଧ୍ୟ ତାଲିକାଭୁକ୍ତ କରୁ। ଆପଣ ଏହି ସେବାଗୁଡ଼ିକୁ ବ୍ୟବହାର କଲେ ସେବାର ସର୍ତ୍ତାବଳୀ, ଅତିରିକ୍ତ ସର୍ତ୍ତାବଳୀ ଏବଂ ନୀତିଗୁଡ଼ିକ ଆମର ସମ୍ପର୍କ ଏବଂ ପାରସ୍ପରିକ ଆଶାକୁ ବର୍ଣ୍ଣନା କରେ।

ଏହି ତାଲିକାରେ କେବଳ Googleର ସାଧାରଣ ସେବାର ସର୍ତ୍ତାବଳୀ ଦ୍ୱାରା ପରିଚାଳିତ ସେବାଗୁଡ଼ିକ ଅନ୍ତର୍ଭୁକ୍ତ ଥାଏ। YouTube ପରି କିଛି ସୀମିତ ସଂଖ୍ୟକ ଲୋକପ୍ରିୟ ସେବାଗୁଡ଼ିକରେ ଥିବା ନିଜର ସ୍ୱତନ୍ତ୍ର ଫିଚର ଯୋଗୁଁ ସେଗୁଡ଼ିକର ନିଜସ୍ୱ ସର୍ତ୍ତାବଳୀ ଥାଏ। ଏହା ସହ ଆମର ଅଧିକାଂଶ ଫି-ଆଧାରିତ ଏଣ୍ଟରପ୍ରାଇଜ ପ୍ରଡକ୍ଟ ଏବଂ ଆମର ଡେଭେଲପର API ପ୍ରଡକ୍ଟର ମଧ୍ୟ ନିଜସ୍ୱ ସର୍ତ୍ତାବଳୀ ଅଛି।

ଆମେ ପ୍ରାୟତଃ ନୂଆ ସେବାଗୁଡ଼ିକ ଲଞ୍ଚ କରୁ ଏବଂ ବେଳେବେଳେ ଆମର ସର୍ତ୍ତାବଳୀ ଏବଂ ନୀତିଗୁଡ଼ିକୁ ଅପଡେଟ କରୁ। ଆମେ ଏହି ପୃଷ୍ଠାକୁ ଅପଟୁଡେଟ ରଖିବାକୁ ଯଥାସମ୍ଭବ ଚେଷ୍ଟା କରୁ ଏବଂ ଏହାକୁ ନିୟମିତ ଭାବରେ ରିଫ୍ରେସ କରିବାକୁ ଲକ୍ଷ୍ୟ ରଖୁ।

ସେବାଗୁଡ଼ିକ
 
Google ଆପଗୁଡ଼ିକ
ମୁଖ୍ୟ ମେନୁ